ରୁଧିରାକ୍ତ କଳେବର
ରୁଧିରାକ୍ତ ଦେହ, ରୁଧିରାକ୍ତ ଶରୀରଅନ୍ୟରୂପ
(ରୁଧାରାକ୍ତ କଳେବରା—ସ୍ତ୍ରୀ. ବିଣ)
ରକ୍ତାକ୍ତ ଶରୀର — Body smeared with blood.
ଯାହାର ଶରୀରରେ ରକ୍ତ ବୋଳା ହୋଇଥାଏ —Having the body smeared with blood.