ରୁଧିରାଶନ
ଦେଖଣା
ରୁଧିରାଶନ
ଉଚ୍ଚାରଣ
[ସମ୍ପାଦନା]ରୁଧିରାଶନା, ରୁଧିରାଶିନୀ ସ୍ତ୍ରୀ
(ରୁଧିରାଶୀ—ଅନ୍ୟବିଣ ରୂପ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ରୁଧର+ଅଶନ)
[ସମ୍ପାଦନା]ଯେ ରକ୍ତ ଖାଏ; ରକ୍ତ ପାନକାରୀ —Blood-eating;
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ରାକ୍ଷାସ —୧. Demon.
- ୨. (ନାମ) ରାମଚନ୍ଦ୍ରଙ୍କଦ୍ୱାରା ହତ ଖର ରାକ୍ଷାସର ସେନାପତି — ୨. Name of a demon killed by Rāmachandra.