ରୁଧ୍ (ଧାତୁ)
ଦେଖଣା
ରୁଧ୍ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ରୋଧ କରିବା; ଅଟକାଇବା —୧. To rest- rain; to check.
- ୨. ବାଧା ଦେବା — ୨. To obstruct; to hinder.
- ୩. ବନ୍ଦକରିବା — ୩. To imprision; to shut up; to confine.
- ୪. ଆଚ୍ଛାଦନ କରିବା; ଆବରଣ କରିବା; ଘୋଡ଼ାଇବା —୪. To cover; to overcloud.
- ୫. ଟେକି ଧରିବା; ପତନରୁ ରକ୍ଷା କରିବା —୫. To hold up; to sustain from falling (Apte).
- ୬. ଘେରିବା —୬. To sorround; to hem in.
- ୭. ପୀଡ଼ା ଦେବା —୭. To turment, to afflict (Apte).
[ମନିଅର୍ବିଲିଆମ୍ସ କହନ୍ତି ଯେ ସମ୍ଭବତଃ ପ୍ରଚୀନ କାଳରେ ଏ ଧାତୁର ଅର୍ଥ ଥିଲା ରକ୍ତବର୍ଣ୍ଣ ହେବା — To be red.]