ରୁନ୍ଧିବା
ଦେଖଣା
ରୁନ୍ଧିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ରୁନ୍ଧା ଯି[ହେ]ବା—କର୍ମବାଚ୍ୟରୂପ)
ଦେଶଜ - କ୍ରିୟାପଦ - (ସଂସ୍କୃତ - ରୂଧ ଧାତୁ)
[ସମ୍ପାଦନା]- ୧. ନିରୋଧିବା; ଅବରୋଧ କରିବା; ରୁଦ୍ଧ କରିବା —୧. To confine; to hold up.
[ଉ—ତପ କରି ବସିଲେ ନିଶ୍ୱାସକୁ ରୁଦ୍ଧ କୃଷ୍ଣସିଂହ. ମହାଭାରତ ବନ]
- ୨. ଅଟକାଇବା — ୨. To restrain.
[ଉ— ଦିବ୍ୟ କାଣ୍ଡ ବିନ୍ଧ ତା ରୁନ୍ଧିଲେ ଅରଜୁନ କୃଷ୍ଣସିଂହ ମହାଭାରତ ଆଦି]
- ୩. ରୁଦ୍ଧ ହେବା —୩. To be confined.
[ଉ—କଫ ବାତ କଣ୍ଠାଗ୍ରତେ ଯେବେ ରୁନ୍ଧକ; ଶ୍ୟାମ ତୁଳସୀମଞ୍ଜରୀ, ବଦନେ ଦେବ ମୋହରି, ଶ୍ୟାମ ନାମ ଯତ୍ନ କରି, ବର୍ଣ୍ଣରେ ଶୁଣାଉଥିବା ପ୍ରାଚୀନ. ସଙ୍ଗୀତ]