ରୁନ୍ଧି ହେବା
ଦେଖଣା
ରୁନ୍ଧି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୁନ୍ଧି ହେବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ରୁଧ୍ ଧାତୁ)
[ସମ୍ପାଦନା]- ୧. ଅବରୁଦ୍ଧ ହେବା — ୧. To be confined.
- ୨. ଅଟକିବା — ୨. To be overpowered or overcome with.
(ଯଥା—ଶରଦ ଯୋଗୁଁ ମୋ ନାକପୁଡ଼ା ରୁନ୍ଧି ହୋଇଯାଇଛି; କଫରେ ମୋ ଗଳା ରୁନ୍ଧି ହୋଇଯାଇଅଛି ଆମ ନୂଆ ବୋହୂ ସବୁବେଳେ ହାଣ୍ଡିଶାଳରେ ରୁନ୍ଧି ହୋଇଥାଆନ୍ତି)