ରୁପବତୀ
(ରୂପବାନ୍—ପୁଂ)
ସ୍ୱରୁପା; ସୁନ୍ଦରୀ — Beautiful; Graceful in form (female)
ସଂସ୍କୃତ ଚମ୍ପାକମାଳାବୃତ୍ତ (ହିନ୍ଦୀ - ଶ) — Name of a Sanscrit metre.