Jump to content

ରୁପିବା

ଉଇକିଅଭିଧାନ‌ରୁ

ରୁପିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ -ରୁ ଧାତୁ ଣିଜନ୍ତ ରୋପି ଧାତୁ)

[ସମ୍ପାଦନା]
୧. ବୃକ୍ଷାଦିକୁ ଭୂମିରେ ରୋପଣ କରିବା —୧. To plant trees.
୨. ବୁଣିବା —୨. To saw.

[ଉ—ପ୍ରେମ ବୀଜକୁ ରୁପିଲା ତହିଁରେ ଭଞ୍ଜ, ପ୍ରେମସୁଧାନିଧି]