Jump to content

ରୁପିମୁଣ୍ଡ

ଉଇକିଅଭିଧାନ‌ରୁ

ରୁପିମୁଣ୍ଡ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ରୁପିମୁଣ୍ଡା, ରୂପି ମୁଣ୍ଡିଆ—ପୁଂ, ରୁପମୁଣ୍ଡଈ, ରୁପିମୁଣ୍ଡୀ—ସ୍ତ୍ରୀବିଣ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ମସ୍ତକ ମଲା ଚମରେ ପୂର୍ଣ୍ଣ —Head full of dendruf; scurey head.