ରୁପୁଲି ଅଳଙ୍କାର
ଦେଖଣା
ରୁପୁଲି ଅଳଙ୍କାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୁପୁଲି ଅଳଙ୍କାର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ରୌପ୍ୟ ନିର୍ମିତ ଅଳଙ୍କାର — ୧. Silver ornament.
- ୨. ରୂପା ପରି ଦେଖାଥିବା କୃତିମ ଅଳଙ୍କାର — ୨. Ornament looking while like silver.
- ୩. ଜର୍ମାନ୍ ସିଲ୍ଭର୍ ଅଳଙ୍କାର —୩. Ornaments of german silver.
- ୪. ଆଲୁମିନିୟମ ଅଳଙ୍କାର — ୪. Ornament made of aluminium,
[ଦ୍ରଷ୍ଟବ୍ୟ —ଏହିପରି ରୁପୁଲି ବାଡ଼ି, ରୁପୁଲି କଠଉ, ରୁପୁଲି ବେତ ରୁପୁଲି ଥାଳି, ରୁପୁଲି କୁଲେଇ]