Jump to content

ରୁପେୟା

ଉଇକିଅଭିଧାନ‌ରୁ

ରୁପେୟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା ରୁପୈୟା)

[ସମ୍ପାଦନା]
୧. ରୌପ୍ୟମୁଦ୍ରା — ୧. Silver coin.
୨. ୧୬: ଅଣା ମୂଲ୍ୟରେ ବା ଏକ ତୋଳା ଓଜନର ରଜତ ମୁଦ୍ରା —A rupee weghing one tola, and of the value of sixteen annas.