Jump to content

ରୁବଣା

ଉଇକିଅଭିଧାନ‌ରୁ

ରୁବଣା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ତେଲୁଗୁ - ରୋବଣା)

[ସମ୍ପାଦନା]

ପଥରର ପେଷଣ ଯନ୍ତ୍ର [ଦ୍ରଷ୍ଟବ୍ୟ —ଗୋଟିଏ ପଥର ଶିଳ ମଧ୍ୟରେ ଗୋଟିଏ ଗଭୀର ଗର୍ତ୍ତ ଖୋଳା ହୋଇଥାଏ; ସେ ଗର୍ତ୍ତ ମଧ୍ୟରେ ଗୋଟିଏ ରଖି ସେ ଗର୍ତ୍ତକୁ ଚାହିଁ ଗୋଟିଏ ଶିଳପୁଆ ବା ମୂଷଳରେ ତାହା ପେଶାଯାଏ —A mortar or stone slab or pestling piece consisting of a slab of stone with a receving hole in the middle.]