ରୁବିବା
ପେଷଣ କରିବା; ମୁଗ ବିରିଆଦିକୁ ଚକିରେ ରଗଡ଼ିବା —To grind corn etc in a hand mill
[ଦ୍ରଷ୍ଟବ୍ୟ —ରୁବିବା ବା ରଗଡ଼ିବାଦ୍ୱାରା ମୁଗ ଆଦି ଖଣ୍ଡ ଖଣ୍ଡ ହୁଏ; ରୁବିବାଦ୍ୱାରା ଏହା ଚୂର୍ଣ୍ଣ ହୁଏ]