ରୁବ୍କାରି
ଦେଖଣା
ରୁବ୍କାରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (କଚିରିଆ; ଫା ରୋବ୍କାରୀ)
[ସମ୍ପାଦନା]- ୧. ରୋବକାରି; ଅଦାଲତଙ୍କର କୌଣସି ମକଦ୍ଦମା ବିଚାରସମ୍ୱନ୍ଧୀୟ କର୍ମ ବା କାର୍ଯ୍ୟାବଳି —୧. Proceeding of a court regarding a case.
- ୨. ଅଦାଲତଙ୍କଦ୍ୱାରା ସ୍ୱାକ୍ଷରିତ ଲିପିବଦ୍ଧ ଆଦେଶ — ୨. A written judment of a case stating the facts or grounds of decision and authenticated by signature and seal of the court; a written decision of a court.
[ଦ୍ରଷ୍ଟବ୍ୟ —ରୁବ୍କାରିରେ ମକଦ୍ଦମାସଂକ୍ରାନ୍ତ ସମସ୍ତ ଜ୍ଞାତବ୍ୟ ବିଷୟର ବିବରଣ ଓ ଅଦାତଙ୍କ ମୀମାଂସାର ହେତୁବାଦ ଓ ଗୃହୀତ ପ୍ରମାଣର ସାରଂଶ ଓ ମୋହରଯୁକ୍ତ ହୋଇଥାଏ]