ରୁମ
ଦେଖଣା
ରୁମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରୁମ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ରୋମନ୍)
[ସମ୍ପାଦନା]- ୧. ପଶୁ ପକ୍ଷୀ ଆଦିଙ୍କ ରୋମ; ଲୋମ —୧. Fur; down (on the body of beasts and birds)
- ୨. ମୁଣ୍ଡଛଡ଼ା ମନୁଷ୍ୟର ଦେହ ତମାମ ଉଠିଥିବା ଛୋଟ ଓ କୋମଳ କେଶ —୨. The down growing on the whole body of men.
- ୩. ଅତି ସାମାନ୍ୟ ପରିମାଣ — ୩. Minute quantity.
- ୪. ଗୋଟିଏ ଲୋମର ଚଉଡ଼ା ପରିମାଣ —୪. Hairbreadth; the breadth of one hair.
[ଦ୍ରଷ୍ଟବ୍ୟ —ଦେହର ବିଶିଷ୍ଟ ଅଂଶରେ, ଯଥା ମନୁଷ୍ୟମୁଣ୍ଡର, ମୁଛର, ଦାଢ଼ିର, ଓ ଉପସ୍ଥର ଲମ୍ୱ କେଶକୁ ଏବଂ ପଶୁଙ୍କ ଲାଞ୍ଜର, ଘୋଟକ ସିଂହାଦିଙ୍କର ବେକର ଲମ୍ୱ କେଶକୁ କେଶର ବୋଲାଯାଏ ଓ ଜୀବମାନଙ୍କ ଅଙ୍ଗର ଅନ୍ୟ ସ୍ଥାନର ଛୋଟ କେଶକୁ ରୁମ ବୋଲାଯାଏ]