ରୁମା
ଦେଖଣା
ରୁମା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୁମା
|
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ରୁ ଧାତୁ=ରବ କରିବା+କର୍ତ୍ତୃ. ମ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ରାମାୟଣବର୍ଣ୍ଣିତା ସୁଗ୍ରୀବଙ୍କ ପତ୍ନୀ —୧. The wife of Sugrība described in the Rāmāyaṇa.
[ଉ—ବିଗତ ଦୁଃଖ ସୁଗ୍ରୀବ ସୁରଙ୍ଗେ, ବିଲସିତ ଯେ ତାରୀ ରୁମା ସଙ୍ଗେ ଭଞ୍ଜ. ବୈଦେହୀଶ— ବିଳାସ]
[ଦ୍ରଷ୍ଟବ୍ୟ —ଏ ବୃହସ୍ପତିଙ୍କ କନ୍ୟା ଓ ସୁଗ୍ରୀବଙ୍କ ସ୍ତ୍ରୀ ଜ୍ୟୋଷ୍ଠଭ୍ରାତା ବାଳୀ ସୁଗ୍ରୀବଙ୍କୁ କିଷ୍କିନ୍ଧା ରାଜ୍ୟରୁ ତଡ଼ି ଦେବା ସମୟରେ ରୁମା ବାଳୀଙ୍କ ଆଶ୍ରୟରେ ରହିଥିଲେ ପରେ ଶ୍ରୀରାମଙ୍କଦ୍ୱାରା ବାଳୀ ନିହତ ହେବାରୁ ରୁମା ସ୍ୱୀୟ ସ୍ୱମୀଙ୍କ ସଙ୍ଗେ ପୁନର୍ମିଳିତା ହେଲେ ]
- ୨. ରାଜପୁତାନା ଅଞ୍ଚଳର ସାମ୍ୱର ପ୍ରଦେଶରେ ଲୁଣର ଖଣି —୨. Mines of rock salt in Rājputānā(N.W. India)
- ୩. ଶୁକ (ଦେଖ) - —୩. Ṡuka. (See)
(କବିରାଜ ହରେକୃଷ୍ଣ ମିଶ୍ରଙ୍କ ଦ୍ରବ୍ୟଗୁଣ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଲୋମମୟ ବସ୍ତ୍ର —୧. Dress of fur.
- ୨. ପଶମୀ ଲୁଗା ===
ଅନୁବାଦ
[ସମ୍ପାଦନା]ରୁମା
|
୨. Woolen cloth .
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଲୋମମୟ — ୧. Full of fur; downy; shaggy.
- ୨. ପଶମୀ —୨. Woolen.
ପ୍ରାଦେଶିକ - (ସିଂହଭୂମି)— ବିଶେଷ୍ୟ -
[ସମ୍ପାଦନା]ରୁମ୍ହା (ଦେଖ) - —Rum-hā. (See)