ରୁମାଲ୍
ଦେଖଣା
ରୁମାଲ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ରୁମାଲ୍; ଫାର୍ଶି, ରୁ=ମୁହଁ+ମାଲ୍= ପୋଛିବା; ଯହିଁରେ ମୁହଁ ପୋଛାଯାଏ; ତୁଳ. ସଂ—ରୂପ— ମାର୍ଜ୍ଜନ)
[ସମ୍ପାଦନା]- ୧. ଡରୁମାଲ; ମୁହଁ ପୋଛିବାପାଇଁ ବ୍ୟବହୃତ କ୍ଷୁଦ୍ର ଚାରିକୋଣିଆ କନା —୧. Handkerchief.
- ୨. ଗାତ୍ରମାର୍ଜ୍ଜନୀ; ଛୋଟ ଗାମୁଛା —୨. Small napkin.
- ୩. ଏକପ୍ରକାର ଛୋଟ ସମଚତୁର୍ଭୁଜ ଶାଲ —୩. A kind of samll square shawl.
[ଦ୍ରଷ୍ଟବ୍ୟ —ଗାମୁଛା (Napkin) ପିନ୍ଧା ଲୁଗାଠାରୁ ଛୋଟ, ତଉଲିଆ (Towel) ଗାମୁଛାଠାରୁ ଛୋଟ, ରୁମାଲ (Handkechief) ତଉଲିଆଠଆରୁ ଛୋଟ; ମୋଟା ରୁମାଲକୁ ଝାଡ଼ଣ (Duster) ବୋଲାଯାଏଯ ଯେଉଁ ରୁମାଲ ଶାଲରୂପେ ବ୍ୟବହୃତ ହୁଏ, ତାହା ସାଧାରଣ ରୁମାଲ ଅପେକ୍ଷା ବଡ଼; ଏଥିର ଲମ୍ୱ ଓ ଓସାର ୨ହାତ ଠାରୁ ୩ହାତ ଏହାକୁ କୋଣଭାଙ୍ଗୁଣିଆ କରି ବଡ଼ଲୋକମାନେ ପିଠିରେ ପକାନ୍ତି ଓ ଗୁଡ଼ାଇ କରି ପଗଡ଼ ଭଳି ମୁଣ୍ଡାଇ ବାନ୍ଧନ୍ତି]