ରୁମିମସ୍ତକି
ଦେଖଣା
ରୁମିମସ୍ତକି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୁମିମସ୍ତକି
|
ଦେଶଜ - ବିଶେଷ୍ୟ - [ଆ=ମସ୍ତଗୀ, ରୁମୀ= ରୁମ ବା ରୋଗ ଦେଶୀୟ]
[ସମ୍ପାଦନା]ମସ୍ତକି; ବିଦୋଶାଗତ ଏକ ପ୍ରକାର ଝୁଣା ବା ବୃକ୍ଷ ନିର୍ଯ୍ୟାସ
[ଦ୍ରଷ୍ଟବ୍ୟ —ଏହା ଔଷଧରେ ଓ ବାର୍ଣ୍ଣିସ୍ରେ ବ୍ୟବହୃତ ହୁଏ ଲୋବାନ୍ ପରିମୁଖବାସପାଇଁ କେହି କେହି ଏହାକୁ ଚୋବାନ୍ତି — A sort of resin or gum; Pistacia Lentiscus,
[ଦ୍ରଷ୍ଟବ୍ୟ —ଏହା ଆମ୍ରାଦି ବର୍ଗର କ୍ଷୂପ; ଭୂମଧ୍ୟସାଗର ନିକଟବର୍ତ୍ତୀ ସ୍ଥାନରେ ଜନ୍ମେ ଓ ଏ ବୃକ୍ଷର ଶୁଷ୍କ ନିର୍ଯ୍ୟାସ ଏ ଦେଶକୁ ଆମଦାନୀ ହୁଏ ରୁମ୍ ବା ରୋମ ଦେଶରୁ ଆସିବା ଯୋଗୁଁ ଏହି ନାମ ଅନ୍ୟ ଏକ ପ୍ରକାରର ବେଲୁଚି ସ୍ଥାନରେ ଜାତ ପଦାର୍ଥକୁ କାବୁଲି ମସ୍ତକି ବା Pistacia Mutica ବୋଲାଯାଏ ବୈଦିକ ମତରେ ଏହା ମୂତ୍ର— କାରକ, ଧାରକ, କଫଘ୍ନ, ବଳକାରକ, ଏବଂ ଦନ୍ତରୋଗ, ମେହ ଓ ପ୍ରଦରନାଶକ]