Jump to content

ରୁମୁଝୁମ୍

ଉଇକିଅଭିଧାନ‌ରୁ

ରୁମୁଝୁମ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ଦେଶଜ - ଅ (ଧ୍ୱନ୍ୟନୁକରଣ; ସଂସ୍କୃତ - ରୁଣ୍ ଧାତୁ ଧ୍ୱନ୍ ଧାତୁ)

୧. ରୁଣୁଝୁଣୁ; ଅଳଙ୍କାର ଆଦିର ମଧୁର କ୍ୱଣନ —୧. Sweet thinking of ornaments.
୨. ବୀଣା ଆଦିର ସୁମଧୁର ଝଙ୍କାର — ୨. The sweet vibratory sound of a harp.

[ଦ୍ରଷ୍ଟବ୍ୟ —ରୁଣୁଝୁଣୁ ଅପେକ୍ଷା ରୁମୁଝୁମ୍(ମୁ) ଗମ୍ଭୀରତର]