Jump to content

ରୁମ୍ର

ଉଇକିଅଭିଧାନ‌ରୁ

ରୁମ୍ର

ଉଚ୍ଚାରଣ

[ସମ୍ପାଦନା]
(ରୁମ୍ରା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ରୁମ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ର)

[ସମ୍ପାଦନା]

ଅରୁଣ; ସୂର୍ଯ୍ୟାସାରଥି —The charioteer of the Sun- god; dawn personified.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ପାଣ୍ଡୁର; ରକ୍ତ ପିଙ୍ଗଳ —୧. Tawny (Apte).
୨. ଉଜ୍ଜ୍ୱଳ —୨. Bright (Apte)