Jump to content

ରୁମ୍ହା

ଉଇକିଅଭିଧାନ‌ରୁ

ରୁମ୍ହା

ଉଚ୍ଚାରଣ

[ସମ୍ପାଦନା]

(ରୁମ୍ହା[ହ୍ମା]—ଅନ୍ୟରୂପ)

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ - (ସଂସ୍କୃତ - ରାଜମାଷ)

[ସମ୍ପାଦନା]
୧. ବରଗୁଡ଼ି ଶସ୍ୟ; ବର୍ବଟୀ —୧. Dolichos Sinensis; the cow- pea.
୨. ବରଗଡ଼ା ଛୁଇଁ —୨. A kind of been; Vigna Catjung.