ରୁମ ଉଠିବା
ଦେଖଣା
ରୁମ ଉଠିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୁମ ଉଠିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦେହର ଲୋମ ଉପୁଡ଼ିଯିବା ——A୧. THe coming out or falling off of the furs from the body.
- ୨. ଦେହର ସ୍ଥାନ— ବିଶେଷରେ ରୋମ କଅଁଳିବା; ରମୋଦ୍ଗମ — ୨. The coming out or growing of down on the body.
- ୩. ଭୟ; ବିସ୍ମୟାଦିଜନିତ ରୋମ ଟାଙ୍କୁରି ଉଠିବା; ରୋମାଞ୍ଚ —୩. Standing of the hairs of the body on their ends; horripilation; thrilling.