ରୁମ ଉପାଡ଼ିବା
ଦେଖଣା
ରୁମ ଉପାଡ଼ିବା
ଉଚ୍ଚାରଣ
[ସମ୍ପାଦନା](ରୁମା ଉଠା[ଠେ]ଇବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ରୁମ ଉପାଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦେହର ଲୋମ ଉତ୍ପାଟନ କରିବା —୧. To uproot the fur from the body; to fleece.
- ୨. (ଲକ୍ଷଣାର୍ଥ) —କୌଣସି ବ୍ୟକ୍ତିର ସାମାନ୍ୟ ଅନିଷ୍ଟ କରିବା —୨. To slightly injure a person.
- ୩. (ଅଶ୍ଳୀଳାର୍ଥ) ଅନ୍ୟ ବ୍ୟକ୍ତିର ଉପସ୍ଥାଦିରେ ଲୋମ ଉତ୍ପାଟନରୂପ ହେୟ ବା ଘୃଣ୍ୟକାର୍ଯ୍ୟ କରିବା —୩. To uproot the hair of another person's privities (considered to be one of the meanest duties.)