ରୁମ ଟଙ୍କୁରିବା
ଦେଖଣା
ରୁମ ଟଙ୍କୁରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୁମ ଟଙ୍କୁରିବା
|
ରୁମ ଟାଙ୍କବା; ରୁମ ଟାଙ୍କି ଉଠିବା, ରୁମ ଟାଙ୍କୁରିବା; ରୁମ ଠିଆହେବା—ଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଶୀତ, ଭୟ, ବିସ୍ମୟ ଓ ପ୍ରେମର ଆଧିକ୍ୟ ହେତୁ) ରୋମାଞ୍ଚ ଜାତ ହେବା; ରୋମହର୍ଷଣ —The standing of the hairs on the ends; horripilation; bristling of the hairs; thrilling.