Jump to content

ରୁମ ନୁଚିବା

ଉଇକିଅଭିଧାନ‌ରୁ

ରୁମ ନୁଚିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ରୁମ ଲୁଚା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅନ୍ଧକାର ଯୋଗୁଁ ଦେହସ୍ଥ ଲୋମ ଆଖିକୁ ଦେଖା ନ ଯିବା —The down on the body not being visible to the eyes owing to darkness.



ରୁମ ନୁଚିବା

ଉଚ୍ଚାରଣ

[ସମ୍ପାଦନା]

ରୁମ ନୁ(ଲୁ)ଚା ବେଳେ, ରୁମ ନୁ(ଲୁ)ଚା ଅନ୍ଧାର—ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୁହଁ ସନ୍ଧ୍ୟା; ମୁହଁସଞ୍ଜ; ସୂର୍ଯ୍ୟାସ୍ତର ଅବ୍ୟବହିତପର— ବର୍ତ୍ତୀ ଓ ଚାରିଆଡ଼େ ଅନ୍ଧାର ଘୋଟି ଯିବାର ପୂର୍ବବର୍ତ୍ତୀ ସମୟ (ଯେଉଁ ସମୟରେ ଆଗରେ ଠିଆ ହେବା ମନୁଷ୍ୟ ଆକୃତିକୁ ବାରି ହୁଏ, କିନ୍ତ ଉକ୍ତ ମନୁଷ୍ୟର ଦେହର ଲୋମମାନ ଆଖିକୁ ଦେଖା ପଡ଼େ ନାହିଁ) Dusk; sun down (just when the down of the body is not visible to the eye.)