ରୁମ ଲୁଚିଲା
ଦେଖଣା
ରୁମ ଲୁଚିଲା
ଉଚ୍ଚାରଣ
[ସମ୍ପାଦନା]ରୁମ ନୁ(ଲୁ)ଚା ବେଳେ, ରୁମ ନୁ(ଲୁ)ଚା ଅନ୍ଧାର—ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ରୁମ ଲୁଚିଲା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମୁହଁ ସନ୍ଧ୍ୟା; ମୁହଁସଞ୍ଜ; ସୂର୍ଯ୍ୟାସ୍ତର ଅବ୍ୟବହିତପର— ବର୍ତ୍ତୀ ଓ ଚାରିଆଡ଼େ ଅନ୍ଧାର ଘୋଟି ଯିବାର ପୂର୍ବବର୍ତ୍ତୀ ସମୟ (ଯେଉଁ ସମୟରେ ଆଗରେ ଠିଆ ହେବା ମନୁଷ୍ୟ ଆକୃତିକୁ ବାରି ହୁଏ, କିନ୍ତ ଉକ୍ତ ମନୁଷ୍ୟର ଦେହର ଲୋମମାନ ଆଖିକୁ ଦେଖା ପଡ଼େ ନାହିଁ) Dusk; sun down (just when the down of the body is not visible to the eye.)