Jump to content

ରୁଲିଙ୍ଗ୍ ଚୀଫ୍

ଉଇକିଅଭିଧାନ‌ରୁ

ରୁଲିଙ୍ଗ୍ ଚୀଫ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ରାଜ୍ୟଶାସନାର୍ଥ ପୂର୍ଣ୍ଣକ୍ଷମତାପ୍ରାପ୍ତ ଦେଶୀୟ ରାଜା —Rruling Chief.

[ଦ୍ରଷ୍ଟବ୍ୟ — ଓଡ଼ିଆ ଗଡ଼ଜାତର ରାଜାମାନେ ପ୍ରଥମେ ଟ୍ରିବୁଟେରୀ ଚୀଫ (Tributary chief) ପରେ ଫିଉଡେଟୀରୀ ଚିଫ୍ (Feudatory Chief) ଥିଲେ ଓ ଏବେ ରୁଲିଙ୍ଗ ଚୀଫ୍ (Ruling Chief) ନାମରେ ଅଭିହିତ ହେଉଅଛିନ୍ତି]