Jump to content

ରୁଲ୍

ଉଇକିଅଭିଧାନ‌ରୁ

ରୁଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - (ଇଂରାଜୀ - ରୋଲର୍, ରୁଲର୍)

[ସମ୍ପାଦନା]
୧. ରୋଳ; କାଗଜ ଆଦିରେ ସିଧା ଗାର ପକାଇବା ବେଳେ ଲେଖାନୀକୁ ସରଳ ରେଖାରେ ନିଯନ୍ତ୍ରିତ କରିବାପାଇଁ ବ୍ୟବହୃତ କାଠର ବା ଧାତୁର ଗୋଲାକାର ଲମ୍ୱ ଦଣ୍ଡ; ଋଜୁରେଖାଙ୍କନ ଦଣ୍ଡ — ୧. A ruler.
୨. ରୁଲ୍ ସାହାଯ୍ୟରେ କାଗଜରେ ଟଣାଯିବା ସିଧାଗାର —୨. Straightline drawn with the help of a ruler.
୩. କନିଷ୍ଟବଳ୍ମାନଙ୍କଦ୍ୱାରା ବ୍ୟବହୃତ ଠେଙ୍ଗଣୀ —୩. Baton used by constables.
୪. (ଇଂରାଜୀ - ରୁଲ) କର୍ତ୍ତୃପକ୍ଷଙ୍କ ପ୍ରବର୍ତ୍ତିତ ନିୟମ —୪. A rule or regulation promulgated by authority.
୫. (କଚିରିଆ)


ଉଚ୍ଚତର ଅଦାଲତ (ଯଥା—ହାଇକୋଟ୍)ରୁ ନିମ୍ନ ଅଦାଲତଙ୍କ ପ୍ରତି ପ୍ରଚାରିତ ଆଦେଶ —୫. A rule issued by a higher court on a lower court

୬. (କଚିରିଆ) ରୁଲିଙ୍ଗ (ଦେଖ) - —୬. Ruling (See)
୭. ନିର୍ଦ୍ଧାରିତ ନିୟମ; ଧାରା; ପଦ୍ଧତି —୭. A fixed rule or system