ରୁଲ୍ଜାରି
ଦେଖଣା
ରୁଲ୍ଜାରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କର୍ତ୍ତୃପକ୍ଷଙ୍କଦ୍ୱାରା କୌଣସି ନିୟମର ବା ସ୍ଥାୟୀ ଆଦେଶରେ ପ୍ରବର୍ତ୍ତନ —୧. Promulgation of a rule or regulation by a higher authority.
- ୨. (କଚିରିଆ) ଉଚ୍ଚତର ଅଦାଲତଙ୍କଦ୍ୱାରା ନିମ୍ନ ଅଦାଲତଙ୍କ ଉପରେ ମକଦ୍ଦମା ସମ୍ୱନ୍ଧେ ଆଦେଶ ପ୍ରଚାର —୨. The making or issuing of a rule by a higher court on a lower court regarding a case.