Jump to content

ରୁଳ୍ ଠେଙ୍ଗା

ଉଇକିଅଭିଧାନ‌ରୁ

ରୁଳ୍ ଠେଙ୍ଗା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ରୁଲ୍ (ଳ୍) ବାଡ଼ି—ଅନ୍ୟରୂପ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ରୁଲ୍ ପରି ଗୋଲ୍ ଲମ୍ୱା ଯଷ୍ଟି — ୧. A round cudgel of stick like a ruler.
୨. ପୁଲିସ କନିଷ୍ଟବଲ୍ମାନେ ଯେଉଁ ଗୋଲ ଠେଙ୍ଗଣି ବ୍ୟବହାର କରନ୍ତି — ୨. Baton used by police constables.
୩. ରେଗୁଲେସନ୍ ଲାଠି (ଦେଖ) - —୩. Regulasan lāṭhi (See)