Jump to content

ରୁଷିତ

ଉଇକିଅଭିଧାନ‌ରୁ

ରୁଷିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ରୁଷ୍ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]

କୁପିତ; କ୍ରୁଦ୍ଧ; ରୁଷ୍ଟ — Euraged; irritated; vexed.