ରୁଷିବା
ଦେଖଣା
ରୁଷିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି.—(ସଂସ୍କୃତ - ରୁଷ ଧାତୁ)
[ସମ୍ପାଦନା]- ୧. ରୋଗ କରିବା; କ୍ରୁଦ୍ଧ ହେବା —୧. To be angry.
- ୨. ଅଭିମାନ କରିବା —୨. To sulk.
[ଉ—ଟିକାକ ଦୋଷକୁ ରାମା କେଡ଼େ ରୁଷା ରୁଷିଲାରେ କବିସୂର୍ଯ୍ୟ. ରତ୍ନାକର ଚମ୍ପୂଟ ଗୀତ]
- ୩. କୌଣସି ବ୍ୟକ୍ତିପ୍ରତି ଅସନ୍ତୁଷ୍ଟ ହେବା — ୩. To be displeased with.
[ଉ—କାଳୀକୁ ରୁକ୍ଷୁ, କାଳୀ ଗୋଡ଼ ତଳେ ପହରେ ବସୁ—ତଗ]