ରୁଷି ଯିବା
ଦେଖଣା
ରୁଷି ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୁଷି ଯିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କ୍ରୁଦ୍ଧ ହୋଇ କୌଣସି ସ୍ଥାନରୁ ଚାଲିଯିବା — ୧. To get angry and go away.
(ଉ—ଦୂତ ହୋଇ କୃଷ୍ଣ ତ ଆସି ରୁଷିଗଲେ—କୃଷ୍ଣସିଂହ ମହାଭାରତ ଉଦ୍ୟୋଗ)
- ୨. ବ୍ରତ ହୋଇ ବ୍ରହ୍ମଚାରୀବେଶରେ (ବ୍ରାହ୍ମଣ ପିଲା) ଘରୁ ରୁଷିଆଣି କରିଯିବା —୨. To go in procession after the investiture with the sacred thread is over, to the end of the village.