ରୁଷେଇଆ
(ରୁଷେୟା—ଅନ୍ୟରୂପ)
ପାକକାରୀ —Cooking.
ପାଚକ —A cook.
[ଦ୍ରଷ୍ଟବ୍ୟ —ଏ ଶବ୍ଦର ସ୍ତ୍ରୀଲିଙ୍ଗରେ ରୁଷେଇଆଣୀ ଶବ୍ଦର ବ୍ୟବହାର ନାହିଁ ଏଥିର ସ୍ତ୍ରଲିଙ୍ଗ ରାନ୍ଧୁଣୀ]