ରୁଷ୍ଟ
(ରୁଷ୍ଟା—ସ୍ତ୍ରୀ)
(ତୁଷ୍ଟ—ବିପରୀତ)
କୁପିତ; କ୍ରୁଦ୍ଧ — ୧. Angry; enraged.
କ୍ରୋଧ — Anger.
(ଉ—ଛାଡ଼ିଦିଅ ହେ ନିଜ ମନରୁ ରୁଷ୍ଟକୁ—କୃଷ୍ଣସିଂହ ମହାଭାରତ. ବନ)