Jump to content

ରୁଷ୍ଟି

ଉଇକିଅଭିଧାନ‌ରୁ

ରୁଷ୍ଟି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ରୁଷ ଧାତୁ+ଭାବ ତି)

[ସମ୍ପାଦନା]
୧. ରୋଷ; କ୍ରୋଧ — ୧. Anger.
୨. ବିରକ୍ତ —୨. Displeasure; vexation.