ରୁସିଆ
ଦେଖଣା
ରୁସିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ନାମ)
[ସମ୍ପାଦନା]ଇଉରୋପର ଓ ଆସିଆରେ ଉତ୍ତରସ୍ଥ ଦେଶ — Russia
[ଦ୍ରଷ୍ଟବ୍ୟ —ରୁସିଆ ଦେଶ ଇଉରୋପ ମହାଦେଶରେ ଓ ଆସିଆ ମହାଦେଶରେ ଅବସ୍ଥିତ, ଯଥା— ଇଉରୋପୀୟ ରୁସିଆ ଆସିୟିକ ରୁସିଆ ପୂର୍ବେ ଏହା ଜାର୍ (czar) ଉପାଧୀଧାରୀ ସମ୍ରାଟଙ୍କ ଯଥେଚ୍ଛାଚାର ଶାସନାଧୀନ ଥିଲା କିନ୍ତୁ ଗତ ଇଉରୋପୀୟ ଯୁଦ୍ଧାରମ୍ଭ ପରେ ଖ୍ରୀ ୧୯୧୭:ରେ ପ୍ରଜାମାନେ ମେଳି ହୋଇ ର୍ଙ୍କୁ ହତ୍ୟାକାରି ପ୍ରଜାତନ୍ତ୍ର ବଳସେବକ (Bolshevic) ଶାସନର ପ୍ରତିଷ୍ଠା କରିଅଛନ୍ତି]
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ରୁଷେୟା; ପାଚକ —Cook.