Jump to content

ରୁହ

ଉଇକିଅଭିଧାନ‌ରୁ

ରୁହ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୁହ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଦୁର୍ବ୍ୱା; ଦୁବ —A sort of creeping grass Cynoden.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଜାତ; ଉତ୍ପନ୍ନ — Produced; born.

ବିଶେଷଣ -

[ସମ୍ପାଦନା]

(ଅନ୍ୟ ଶବ୍ଦ ସଙ୍ଗେ ସମାସରେ ଯୁକ୍ତ ହେଲେ ତଦୁତ୍ପନ୍ନ; ଯଥା—ଶିରୋରୁହ, ସରୋରୁହ ଇତ୍ୟାଦି)ରେ ଜାତ —Growing in.

ଦେଶଜ - କ୍ରି. (ରହିବା କ୍ରିୟାର ଅନୁଜ୍ଞା ବିକଳ୍ପରେ ରୂପ)

[ସମ୍ପାଦନା]
୧. (ତୁମ୍ଭେ) ଅବସ୍ଥାନ କର —୧. (Imperative) (you) Stay.
୨. ଅପେକ୍ଷା କର —୨. (imperative) Wait.

[ଦ୍ରଷ୍ଟବ୍ୟ — 'ରହିବା' କ୍ରିୟାର ଅନୁଜ୍ଞାରେ ରହ ଓ ରୁହ, କହିବା କ୍ରିୟାର ଅନୁଜ୍ଞାରେ କହ ଓ କୁହ ହୁଏ]