Jump to content

ରୁ(ଣ୍ଡେ)ଇ ପୁ(ଣ୍ଡେ)ଇ ନେବା

ଉଇକିଅଭିଧାନ‌ରୁ

ରୁ(ଣ୍ଡେ)ଇ ପୁ(ଣ୍ଡେ)ଇ ନେବା

ଉଚ୍ଚାରଣ

[ସମ୍ପାଦନା]

(ରୁଣ୍ଡାରୁଣ୍ଡି କରିନେବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି (ସହଚର;ସଂସ୍କୃତ - ରଣ୍ଟ ଧାତୁ)

[ସମ୍ପାଦନା]

ଲୁଣ୍ଡେଇପୁଣ୍ଡେଇ ନେବା, ଅନେକ ସ୍ଥାନରୁ ବହୁ ବସ୍ତୁ ସଂଗ୍ରହ କରି ବୋହିନେବା — To collect or put tcgether various things from various places and carry them a way.