ରୂକ୍ଷ
ଦେଖଣା
ରୂକ୍ଷ
ଉଚ୍ଚାରଣ
[ସମ୍ପାଦନା](ରୁକ୍ଷତା—ବିଶେଷ୍ୟ)
ସଂସ୍କୃତ - ବିଶେଷଣ - (ରୁକ୍ଷ ଧାତୁ=କର୍କଶ ହେବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. କର୍କଶ —୧. Rough; harsh.
- ୩. ନିର୍ଦ୍ଦୟ — ୩. Cruel.
- ୪. କଠୋରବ୍ରତଧାରୀ —୪. Observing strict penance.
- ୫. ଅନନୁକୂଳ —୫. Unfavourable.
- ୬. ସ୍ନେହଶୂନ୍ୟ —୬. Devoid of affection.
- ୭. ଅଚିକ୍କଣ —୭. Not smooth.
- ୮. ଶୁଷ୍କ —୮. Dry; parched up (Apte).
- ୯. ତୈଳହୀନ —୯. Not oily.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବୃକ୍ଷ —Tree.
[ଦ୍ରଷ୍ଟବ୍ୟ —ରୁକ୍ଷ ଶଦ୍ଦ ସଙ୍ଗେ ଯୁକ୍ତ ହୋଇ ବ୍ୟବହୃତ ଶଦ୍ଦମାନ 'ରୁକ୍ଷ' ଶଦ୍ଦଯୁକ୍ତ ହୋଇ ମଧ୍ୟ ବ୍ୟବହୃତ ହୁଏ ରୁକ୍ଷ ଶବ୍ଦ ପରେ ଦେଖ ]