ରୂଡ଼ିଆ
ଦେଖଣା
ରୂଡ଼ିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଣ—(ସଂସ୍କୃତ - ଲେଷ୍ଟ୍ରା,ପ୍ରା. ଲୋଟ୍ଠ)
[ସମ୍ପାଦନା]- ୧. ଖର୍ବକାୟ — ୧. Dwarfish; stunted.
(ଯଥା—ଗୋଡ଼ିଆ ମାଟିରେ ଗଛଗୁଡ଼ିକ ରୁଡ଼ିଆ ହୋଇଛନ୍ତି)
- ୨. କଙ୍କରମୟ —Gravelly.
- ୩. କ୍ଷୌର ନ ହେବାରୁ ଯାହା ମୁଣ୍ଡରେ ରୂଢ଼ ବଢ଼ିଥାଏ —୩. Unshaven; growing long stumps of hair on the head for want of shaving.
ଦେଶଜ - ବିଶେଷ୍ୟ - (ଢୁକ.ଇଂରାଜୀ - ଓର୍)
[ସମ୍ପାଦନା]ଖଣିରୁ ବାହାରିବା ଅପରିଷ୍କୁତ ମିଶ୍ର ଧାତୁ —Ore.