ରୂଢ଼ି
ଦେଖଣା
ରୂଢ଼ି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୁହ୍ ଧାତୁ+ଭାବ. ତି)
[ସମ୍ପାଦନା]- ୧. ଉତ୍ପତ୍ତି; ଜନ୍ମ — ୧. Origin; growth; birth; production.
- ୨. ପ୍ରସିଦ୍ଧି; ଖ୍ୟାତି —୨. Celebrity; fame; notoriety.
- ୩. ବୃଦ୍ଧି —୩. Increse; development (Apte).
- ୪. ଉତ୍ଥାନ —୪. Rise; ascent (Apte).
- ୫. ପ୍ରାଦୁର୍ଭୋବ (ହିନ୍ଦୀ - ଶ) —୫. Predominance; prevalence; outbreak.
- ୬. ପ୍ରଥା; ରୀତି (ହିନ୍ଦୀ - ଶ) —୬. Custom; usage; tradition
- ୭. ନିଶ୍ଚୟ —୭. Certainty.
- ୮. (ବ୍ୟାକରଣ) ଶବ୍ଦର ଅର୍ଥବୋଧକ ଶକ୍ତବିଶେଷ; ପ୍ରକୃତିପ୍ରତ୍ୟୟଗତ ଅର୍ଥ ଛଡ଼ା ଅନ୍ୟ ଅର୍ଥ ବୁଝାଇବାର ଶକ୍ତି —୮. (grammar) The power of a word to express a meaning or signification different from what is apparent from its deri vation.
- ୯. ଶବ୍ଦର ସାଧାରଣତଃ ଗୃହୀତ ଅର୍ଥ — ୯. Popular meaning; conventional; meaning of a word (Apte).