Jump to content

ରୂଢ଼ ଛାଡୢବା

ଉଇକିଅଭିଧାନ‌ରୁ

ରୂଢ଼ ଛାଡୢବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ରୂଢ଼ ବଢ଼ା (ଢ଼େ)ଇବା—ଅନ୍ୟରୂପ]

ଦେଶଜ - କ୍ରି.

[ସମ୍ପାଦନା]

କ୍ଷୌର ନ ହୋଇ ରୁଢ଼ ବଢ଼ାଇବା — To let the stumps of hair grow long for want of a shave.

(ଦ୍ର—ଯେଉଁ ମାନେ କ୍ଷୌର ହୁଅନ୍ତି, ସେମାନେ କିଛିଦିନ କ୍ଷୌର ନ ହେଲେ କେଶମୂଳଗୁଡ଼ିକ କଅଁଳ ମୁଣ୍ଡ ଉପରେ କଦମ୍ୱ କେଶର ପରି ଠିଆ ହୋଇଥାଏ କ୍ଷୌର ହେଇଥିବା ଲୋକମାନଙ୍କର ମୃତକାଶୌଚ ଘଟିଲେ ସେମାନେ ଅଶୌଚକାଳର ଶେଷ ପର୍ଯ୍ୟନ୍ତକ୍ଷୌର ହୁଅନ୍ତି ନାହିଁ, ଅର୍ଥାତ୍ ରୁଢ଼ ଛାଡ଼ନ୍ତି କେହି କେହି ମଧ୍ୟ ଦେବତା ଆଦିଙ୍କ ଉଦ୍ଦେଶ୍ୟରେ ମାନସିକ କରି ରୁଢ଼ ବଢ଼ାନ୍ତି ଓ ମାନସିକ କାଳ ଶେଷରେ ରୂଢ଼ ପକାନ୍ତି ମୃତକାଶୌଚରେ ମୃତାହର ୧ ମ ଦିନ ମୃତ ବ୍ୟକ୍ତିର କୁଟୁମ୍ୱ ଓ ବନ୍ଧୁମାନେ ଦଶତୁଠରେ କ୍ଷୌର ହୁଅନ୍ତି, ଅର୍ଥାତ୍ ରୁଢ ପକାନ୍ତି)