ରୂଢ଼ ପଦାର୍ଥ
ଅବିମିଶ୍ର ପଦାର୍ଥ; ଯେଉଁ ସକଳ ବସ୍ତୁ ସ୍ୱଜାତୀୟ ପରମାଣୁ ଛଡ଼ା ଅନ୍ୟ ପଦାର୍ଥର ପରମାଣୁ ଯୋଗରେ ଉତ୍ପନ୍ନ ହୁଏ ନାହିଁ, ଯଥା—ସ୍ୱର୍ଣ୍ଣ; ପାରଦ; ରୌପ୍ୟ; ଅଙ୍ଗାର — (physical science) Elements. e.g. gold silver.