ରୂପକାତିଶୟୋକ୍ତି
ଏକପ୍ରକାର ଅତିଶୟୋକ୍ତି ଅଳଙ୍କାର — A kind of hyperbloe.
[ଦ୍ରଷ୍ଟବ୍ୟ — ଏ ଅଳଙ୍କାରରେ କେବଳ ଉପମାନର ଉଲ୍ଲେଖରୁ ଉପମେୟମାନଙ୍କର ଅର୍ଥ ବୁଝାଯାଏ ଯଥା—ଜଙ୍ଗମ— ହେମଲତା ପରେ ଚନ୍ଦ୍ରଦେବତା ଫଳ ପଳଛି ଲୋଟଅଛି ମହୀରେ—ସଙ୍ଗୀତ]