ରୂପକ ଶ୍ଳେଷ
ଦେଖଣା
ରୂପକ ଶ୍ଳେଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କାବ୍ୟର ଅଳଂକାର ବିଶେଷ —A figure of speech
[ଦ୍ରଷ୍ଟବ୍ୟ —ଏହା ୫ ପ୍ରକାର ଯଥା; ବିରୁଦ୍ଧ; ସମସ୍ତ, ବ୍ୟସ୍ତରୂପକ, ଶିଷ୍ଟ ଓ ରୂପକ]
[ଯଥା—ବାତଜ ପ୍ରଖର ଅତ୍ୟନ୍ତ ରାଜେନ୍ଦ୍ର କୋଦଣ୍ଡ ଉଦିତ ଯହିଁ, ବିଭୀଷଣ ଡାକ ଚଞ୍ଚଳାଗତିରେ ସୁନାମ ପ୍ରଫୁଲ୍ଲ ତହିଁ ସେ, ବିବେକ କର ବିଦୁଷ ବିଜନ୍ୟ ରୂପକ ଶ୍ଳେଷ ଭଞ୍ଜ. ବୈଦେହୀଶ ବିଳାସ]