ରୂପଗର୍ବିତା
ରୂପ ଗର୍ବିତର ସ୍ତ୍ରୀଲିଙ୍ଗ — Feminine of Rūpa garbita
ଗର୍ବିତା ନାୟିକାର ଏକଭେଦ — A class of proud heroines in fiction.
[ଦ୍ରଷ୍ଟବ୍ୟ —ଏ ନାୟିକା ନିଜର ସୁନ୍ଦରତା ବା ରୁପଯୋଗୁଁ ଗର୍ବ ପ୍ରକାଶ କରେ ହିନ୍ଦୀ - ଶ.]