ରୂପଧାରୀ
ଦେଖଣା
ରୂପଧାରୀ
ଉଚ୍ଚାରଣ
[ସମ୍ପାଦନା](ରୁପଧର—ଅନ୍ୟରୂପ)
(ରୁପଧାରିଣୀ, ରୁପଧରା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରୁପ+ଧୃ ଧାତୁ=କର୍ତ୍ତୃ. ଇନ, ୧ମା. ୧ବ)
[ସମ୍ପାଦନା]- ୧. ସାକାର; ଯେ ମୂର୍ତ୍ତି ବା ଆକାର ଧାରଣ କରିଥାଏ ୧. Assuming a concrete shape or material form.
- ୨. ବେଶ ବା ପରିଚ୍ଛଦଧାରୀ —୨. Assuming a garb or dress.
- ୩. ସୌନ୍ଦର୍ଯ୍ୟଶାଳୀ —୩. Beautiful.