Jump to content

ରୂପନ

ଉଇକିଅଭିଧାନ‌ରୁ

ରୂପନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—[ରୂପ ଧାତୁ, ଣିଜନ୍ତ=ରୁପି ଧାତୁ+ଭାବ. ଅନ]

[ସମ୍ପାଦନା]
୧. ଆରୋପଣ (ହିନ୍ଦୀ - ଶ) —୧. Attributing.
୨. ପ୍ରମାଣ [ହିନ୍ଦୀ - ଶ.] —୨. Proof.
୩. ପରୀକ୍ଷା (ହିନ୍ଦୀ - ଶ.) —୩. Examination.