ରୂପବନ୍ତ
ଦେଖଣା
ରୂପବନ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ରୂପବନ୍ତୀ—ସ୍ତ୍ରୀ]
[ରୁପବାନ୍; ରୂପ ବିଶିଷ୍ଟ—ସଂସ୍କୃତ - ପୁଂ]
[ରୂପବତୀ, ରୂପ ବିଶିଷ୍ଟ—ସଂସ୍ତ୍ରୀ]
ଗ୍ରାମ୍ୟ - ବିଶେଷ୍ୟ - ପୁଂ—(ସଂସ୍କୃତ - ରୁପବତ୍)
[ସମ୍ପାଦନା]- ୧. ରୂପବାନ; ସୁନ୍ଦର — ୧. Beautiful.
ରୂପବନ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ରୂପବନ୍ତୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ସଂସ୍କୃତ - ରୂପବତ୍)
[ସମ୍ପାଦନା]ସୁମୂର୍ତ୍ତି; ସ୍ୱରୁପ; ସୁନ୍ଦର —Beautiful.