Jump to content

ରୂପବାନ

ଉଇକିଅଭିଧାନ‌ରୁ

ରୂପବାନ

ଉଚ୍ଚାରଣ

[ସମ୍ପାଦନା]

(ରୂପଶାଳୀ—ଅନ୍ୟରୂପ)

ରୂପବତୀ, ରୂପଶାଳିନୀ ସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରୂପ+ଅଛି ଅର୍ଥରେ ବତ୍; ୧ମା. ୧ବ)

[ସମ୍ପାଦନା]
୧. ରୂପଧାରୀ; ଯାହାର ରୂପ ଅଛି — ୧. Having a from; corporeal.
୨. ସୁରୂପ; ସୁନ୍ଦର —୨. Beautiful.